Download Now Banner

This browser does not support the video element.

ଖଲ୍ଲିକୋଟ୍: ଆତ୍ମା କାର୍ଯ୍ୟାଳୟ ପରିସରରେ ସିଡ ମନି ଓ ୱାର୍କ ଅର୍ଡର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ

Khalikote, Ganjam | Aug 23, 2025
ଖଲ୍ଲିକୋଟ ବ୍ଲକ ଆତ୍ମା କାର୍ଯ୍ୟାଳୟ ପରିସରରେ ସିଡ ମନି ଓ ୱାର୍କ ଅର୍ଡର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଦିନ ସାଢ଼େ ୧୧ ଟା ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗଦେଇ ୧୨ ଜଣଙ୍କୁ ଚାଷ କାର୍ଯ୍ୟ ପାଇଁ ୱାର୍କ ଅର୍ଡର ପ୍ରଦାନ କରିଥିବା ବେଳେ ତିନୋଟି ମହିଳା ଗ୍ରୁପ କୁ ସିଡ ମନି ପ୍ରଦାନ କରିଥିଲେ ।
Read More News
T & CPrivacy PolicyContact Us