Download Now Banner

This browser does not support the video element.

ବରଗଡ: ମାଁ ସମଲେଶ୍ଵରୀଙ୍କ ପୀଠରୁ ଚଳିତ ବର୍ଷ ନୂଆଁଖାଇ ଲଗ୍ନ ଡେଙ୍ଗୁରା ଦ୍ଵାରା କରାଗଲା ଘୋଷଣା

Bargarh, Bargarh (Baragarh) | Aug 26, 2025
ମଙ୍ଗଳବାର ସକାଳ 10 ଘଣ୍ଟା ସମୟରେ ବରଗଡ଼ର ଗ୍ରାମ୍ୟଦେବୀ ମାଁ ସମଲେଇଙ୍କ ପୀଠରୁ ଚଳିତ ବର୍ଷର ନୂଆଖାଇ ଲଗ୍ନ ଡେଙ୍ଗୁରା ଦ୍ୱାରା ଘୋଷଣା କରାଯାଇଛି । ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ଡେଙ୍ଗୁରା ପିଟି ନୂଆଖାଇ ଲଗ୍ନ ଜନସାଧାରଣଙ୍କୁ ସୂଚୀତ କରାଯାଇଛି | ଆସନ୍ତା 28 ତାରିଖ ସକାଲ 10.23 ମିନିଟ ସମୟରୁ 10.37 ମିନିଟ ସମୟ ମଧ୍ୟରେ ନୁଆଁଖାଇ ପାରିବେ ବୋଲି ଜନସାଧାରଣଙ୍କୁ ଜଣାଯାଇଛି | ବରଗଡ଼ ସମଲେଶ୍ୱରୀ ମନ୍ଦିରରୁ ବାହାରି ସମସ୍ତ ଏରିଆ ତଥା ଗଳି ମାନଙ୍କରେ ନୁଆଁଖାଇର ଲଗ୍ନ ଜନସାଧାରଣଙ୍କୁ ଜଣାଯାଇଛି ।
Read More News
T & CPrivacy PolicyContact Us