Download Now Banner

This browser does not support the video element.

ତାଳଚେର ସଦର: ତାଳଚେର ପୌରପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ।

Talcher Sadar, Angul | Aug 31, 2025
ତାଳଚେର ପୌରପରିଷଦ ଠାରେ ୭୫ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ରବିବାର ସକାଳ ୮ ଘଟିକା ସମୟରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାୟତ୍ତ ଶାସନ ଦିବସ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଳଚେର ପୌରପରିଷଦର ନଗରପାଳ ପବିତ୍ର ଭୂତିଆ, ସମସ୍ତ ୱାର୍ଡ଼ର କାଉନସିଲର, ତାଳଚେର କାର୍ଯ୍ୟନିର୍ବାହୀ ଅଧିକାରୀ ଓ କାର୍ଯ୍ୟଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
Read More News
T & CPrivacy PolicyContact Us