Download Now Banner

This browser does not support the video element.

ବଲାଙ୍ଗୀର: ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସଂଘର୍ଷ ସମିତିର ସାର ଅଭାବ ବିରୋଧରେ ଦାବି ପତ୍ର ପ୍ରଦାନ କରି ପ୍ରତିକ୍ରିୟା ରଖିଲେ ଜଣେ ଚାଷୀ

Balangir, Balangir | Sep 12, 2025
ବଲାଙ୍ଗୀର ଜିଲ୍ଲା ରେ ସାର ସଂକଟକୁ ନେଇ କୃଷକ ସଂଘର୍ଷ ସମିତି ଆଜି ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛି। ସମିତିର ଦାବିଖରିଫ ଫସଲର ଗୁରୁତ୍ୱପୂର୍ଣ୍ଣ ସମୟରେ ୟୁରିଆ ସରିଷ୍ଟି ଅଭାବରୁ ଚାଷୀମାନେ କଳାବଜାରରୁ ବେଶି ଦାମରେ ସରିଷ୍ଟି କିଣିବାକୁ ବାଧ୍ୟ ହେଉଛନ୍ତି। ସମିତି ଚେତାବନୀ ଦେଇଛି—ତୁରନ୍ତ ପ୍ରୟୋଜନୀୟ ସରିଷ୍ଟି ଯୋଗାଣ, ମଜୁତକାରୀ ଓ କଳାବଜାରିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟବାହି ନହେଲେ, ଚାଷୀମାନଙ୍କୁ ଆନ୍ଦୋଳନ କରିବାକୁ ବାଧ୍ୟ ହେବାକୁ ପଡିବ ବୋଲି କହିଛନ୍ତି
Read More News
T & CPrivacy PolicyContact Us