Download Now Banner

This browser does not support the video element.

ପୋଡିଆ: ମାଲକାନଗିରି ଜିଲ୍ଲାପାଳଙ୍କ ପୋଲୁର ଠାରେ ନିର୍ମାଣାଧିନ ପୋଲ କାମର ତଦାରଖ ସହ ଉପସ୍ଥିତ ଅଧିକାରୀ ଓ ଜନ ପ୍ରତିନିଧି ଙ୍କ ସହ କଲେ ଆଲୋଚନା

Podia, Malkangiri | Sep 8, 2025
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପୋଲୁର ଗ୍ରାମ ନିକଟରେ ଆନ୍ଧ୍ରପ୍ରଦେଶ ସହ ସଂଯୋଗ କରୁଥିବା ନିର୍ମାଣାଧିନ ପୋଲ କାର୍ଯ୍ୟର ତଦାରଖ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଏଥିପାଇଁ ଆଜି ଅପରାହ୍ଣ ସମୟରେ ଏହି ପୋଲ କାର୍ଯ୍ୟ ବୁଲି ଦେଖିବା ସହ ଉପସ୍ଥିତ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us