Install App
samalbaidyanath13
This browser does not support the video element.
ବୌଦ୍ଧ ସଦର: ଆସନ୍ତା କାଲି ବୌଦ୍ଧ ସହର ଓ଼ ଏହାର ଅଖପାଖ ଅଞ୍ଚଳରେ ସକାଳ ୬.୩୦ରୁ ୮ଟା ପଯ୍ୟନ୍ତ ବିଦୂତ ସରବରାହ ବନ୍ଦ ରହିବl ନେଇ ସୂଚନା ଜାରି
Baudh Sadar, Boudh (Bauda) | Aug 23, 2025
ଆଜି ସନ୍ଧ୍ୟା ୬.୫୨ସମୟରେ ଟାଟା ପାୱାର ବିଭାଗ ଦ୍ୱାରା ଜାରି ହୋଇଥିବା ସୂଚନା ଅନୁସାରେ l ଆସନ୍ତାକାଲି ବୌଦ୍ଧ ସହର ଏହାର ଆଖପାଖ ଅଞ୍ଚଳରେ ଯାନ୍ତ୍ରିକ ରକ୍ଷଣ ବିକ୍ଷଣ ଓ଼ ବିଦୂତ ତାର ମରମାରୀ ପାଈଁ, ସକାଳ ୬.୩୦ରୁ ସକାଳ ୮ଟା ମଧ୍ୟରେ ବିଦୂତ ସରବରାହ ବନ୍ଦ ରହିବ l
Share
Read More News
T & C
Privacy Policy
Contact Us
Your browser does not support JavaScript!