This browser does not support the video element.
ଜମନକିରା: କାନିବନ୍ଧାଲି ଗ୍ରାମରେ ସମ୍ବଲ୍ପୁରି ଭାଷା ଏକାଡ଼େମି ପକ୍ଷରୁ ସମ୍ବଲ୍ପୁରି ଲିପି ଦିନ୍ ପାଳିତ
Jamankira, Sambalpur | Sep 28, 2025
କାନିବନ୍ଧାଲି ଗ୍ରାମରେ ରବିବାର ଦିନ ସମ୍ବଲ୍ପୁରି ଭାଷା ଏକାଡ଼େମି ପକ୍ଷରୁ ସମ୍ବଲ୍ପୁରି ଲିପି ଦିନ୍ ପାଳିତ ହୋଇ ଯାଇଛି। ଏଥିରେ ସଙ୍ଗିତଗ୍ୟ ଅମିନ ଚନ୍ଦ୍ର ଖଣ୍ଡା ମୁଖ୍ୟ ଅତିଥି ଓ ଶିକ୍ଷକ ଆଦର୍ଶ କର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସମ୍ବଲ୍ପୁରି ଲିପି ର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ। ସମସ୍ତେ ସମ୍ବଲପୁରି ଲିପିର ମୁକ୍ତ ପ୍ରଶନ୍ସା କରିବା ସହ ଏହାର ମାଧ୍ୟମରେ ସମ୍ବଲ୍ପୁରି ଭାଷାର ଉଜ୍ଜଳ ଭବିଷ୍ୟତ ନେଇ ଆଶାବ୍ୟକ୍ତ କରିବା ସହ ସମ୍ବଲ୍ପୁରି ଭାଷା ଓ ଲିପି ନେଇ ନୂଆ ତଥ୍ଯ ଆଲୋଚନା କରିଥିଲେ।