Download Now Banner

This browser does not support the video element.

ରାଇରଙ୍ଗପୁର ସହର: ଧଳାଡିହି ଗାଁରେ ସୋଲାର ବ୍ୟାଟେରୀ ଚୋରି

Rairangpur Town, Mayurbhanj | Sep 17, 2024
ତିରିଂ ଥାନା ଅଂଚଳ ଧଳାଡିହି ଗାଁରେ ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ମାନେ ସୋଲାର ଲାଇଟରେ ଲାଗିଥିବା ବ୍ୟାଟେରୀ ଚୋରି କରି ନେଇଥିଲେ ବୋଲି ଆଜି ସନ୍ଧ୍ୟା ୬ ଟା ସମଉରେ ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି ଅଞ୍ଚଳ ରେ ବଢୁ ଥିବା ଚୋରି ଘଟଣା ଗୁଡିକୁ ନେଇ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
Read More News
T & CPrivacy PolicyContact Us