This browser does not support the video element.
ଫୁଲବାଣୀ ସହର: ଫିରିଙ୍ଗିଆ ର ତେଲମୁଣ୍ଡା ନର୍ସରୀ ଠାରେ ଉଦଘାଟିତ ହେଲା 'ଏକ ପେଡ୍ ମା କେ ନାମ୍' ୨.୦ ସଚେତନତା ରଥ I
Phulabani Town, Kandhamal | Sep 6, 2025
ଫିରିଙ୍ଗିଆ ରେ ଉଦଘାଟିତ ହେଲା ଏକ ପେଡ୍ ମା କେ ନାମ୍ ୨.୦ ସଚେତନତା ରଥ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନାଞ୍ଚଳ ଅଧୀନରେ ଥିବା ତେଲମୁଣ୍ଡା ନର୍ସରୀ ଠାରେ ଏକ ପେଡ୍ ମା କେ ନାମ୍ ୨.୦ ନିମନ୍ତେ ଗୋଟିଏ ସଚେତନତା ରଥକୁ ଓଡିଶା ସରକାରଙ୍କ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକସୁରେଶ ପନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୦୨୫ ରିଖରେ ରାଜ୍ୟବ୍ୟାପୀ ୭୫ ଲକ୍ଷ ଚାରା ରୋପଣ ଅଭିଯାନ ଆରମ୍ଭ ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନ କ୍ରମେ ସମସ୍ତେ ଏଥିରେ ସାମିଲ ହେବା