Download Now Banner

This browser does not support the video element.

ଦେବଗଡ: ହଦମୁଣ୍ଡା ଛକରେ ମଦ୍ୟପ ବାଇକ ଚାଳକଙ୍କୁ ଧରିଲା ପୋଲିସ; ବାଇକ ଜବତ ଓ ଥାନାରେ ମାମଲା ରୁଜୁ

Debagarh, Debagarh (Deogarh) | Aug 31, 2025
ଦେବଗଡ ଥାନା ଅନ୍ତର୍ଗତ ହଦମୁଣ୍ଡା ଛକରେ ପୋଲିସ ଗାଡି ଚେକିଂ କରୁଥିବା ବେଳେ ଆଜି ଦିନ ପ୍ରାୟ ୨ ଟାରେ ଜନୈକ ମଦ୍ୟପ ଚାଳକ ଧରା ପଡିଛନ୍ତି । ମଦ୍ୟପ ଚାଳକଙ୍କ ବିରୋଧରେ ଦେବଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କ ବାଇକ ମଧ୍ୟ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଦେବଗଡ ଥାନା ପୋଲିସ ହଦମୁଣ୍ଡା ଛକରେ ଚେକିଂ କରୁଥିବା ବେଳେ ଓଡି-୦୯- ଆର-୯୪୪୬ ନମ୍ବର ଥିବା ଏକ ବାଇକ ଦୃତଗତୀରେ ଦେବଗଡ ରୁ ରିଆମାଳ ରାସ୍ତାରେ ଯାଉଥିଲା । ପୋଲିସ ଯାଂଚ କରିବାର ବାଇକ ଚାଳକ ମଦ୍ୟପାନ କରିଥିବା ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଝାରବେଡା ଗ୍ରାମର ମାନସ ରଞ୍ଜନ ନାୟକ ବୋଲି ଜଣାପଡିଥିଲା ।
Read More News
T & CPrivacy PolicyContact Us