Download Now Banner

This browser does not support the video element.

ଫୁଲବାଣୀ ସହର: ପଡିକିଆ ଜଙ୍ଘଲ ରେ ବୁଲୁଅଛି ଦନ୍ତା ହାତୀ, ସ୍ଥାନୀୟ ଲୋକେ ଭୟଭୀତ. ସନ୍ଧ୍ୟା ହେଲେ ହାତୀ ଗ୍ରାମ ମୁହଁl ହେଉଅଛି

Phulabani Town, Kandhamal | Aug 23, 2025
ପଡିକିଆ ଜଙ୍ଘଲ ରେ ବୁଲୁଅଛି ଦନ୍ତା ହାତୀ, ସ୍ଥାନୀୟ ଲୋକେ ଭୟଭୀତ. ସନ୍ଧ୍ୟା ହେଲେ ହାତୀ ଗ୍ରାମ ମୁହଁl ହେଉଅଛି. ଲଗାତାର ଦୁଇ ଦିନ ହେଲା ହାତୀ ଦୁଇଟି ଗାଈ କୁ ମାରିଦେଇଥିବାର ଅଭିଯୋଗ ହୋଇଅଛି. ବେଳକୁ ବେଳ ହାତୀ ର ଉପଦ୍ରବ ବଢ଼ିବାରେ ଲାଗିଅଛି.
Read More News
T & CPrivacy PolicyContact Us