This browser does not support the video element.
ନୂଆପଡା: ଜିଲ୍ଲା ସଦର ମହକୁମା ରାସ୍ତାକଡ ଉଚ୍ଛେଦ ପ୍ରତିବାଦ ରେ ନୂଆପଡ଼ା ସହର ବନ୍ଦ ପ୍ରତିକ୍ରିୟା ଦେଲେ ବ୍ୟବସାୟୀ
Nuapada, Nuapada | May 28, 2025
ନୂଆପଡା ଜିଲ୍ଲା ସଦର ମହକୁମା ରାସ୍ତାକଡ ଦୋକାନୀ ଙ୍କୁ ଉଚ୍ଛେଦ କରିବା ପାଇଁ ସଦର ବିଜ୍ଞାପିତ ଅଂଚଳ ପରିଷଦ ନୋଟିସ ଜାରି କରିବାପରେ ସହର ବ୍ୟବସାୟୀ ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏହାକୁ ନେଇ ଉଠା ଦୋକାନୀ ସଂଘ ପକ୍ଷରୁ ପକ୍ଷରୁ ନୂଆପଡ଼ା ବନ୍ଦ ଡାକରା ଦେଇଛନ୍ତି।ଫଳରେ ଆଜି ସକାଳ ସାତଟା ରୁ ନୂଆପଡ଼ା ସହର ର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ଏହାକୁ ନେଇ ବ୍ୟବସାୟୀ ମାନେ ପ୍ରତିକ୍ରିୟା ଦେଇଛନ୍ତି