This browser does not support the video element.
ଖୋର୍ଦ୍ଧା: ଛଣଗିରି ନିକଟରେ ସ୍କୁଟିରୁ ପଡି ଜଣେ ଗୁରୁତର
Khordha, Khordha | Sep 12, 2025
ଖୋର୍ଦ୍ଧା ଜିଲ୍ଲା ଛଣଗିରି ନିକଟରେ ସ୍କୁଟି ରୁ ପଡି ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ସୂଚନା ମିଳିଛି।