This browser does not support the video element.
ପଟ୍ଟାଙ୍ଗୀ: ରାଜପୁଟ ମିଲେଟ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କଲେ ରାଜ୍ଯପାଳ
Pottangi, Koraput | Sep 9, 2025
ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ମିଲେଟ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରି କିପରି ପ୍ରସ୍ତୁତ କରାଯାଉଛି ଏବଂ ଏହାର ବିକ୍ରି କିପରି କରାଯାଉଛି ତାହାକୁ ନେଇ ମହିଳା ଗୋଷ୍ଠୀ ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ ଓଡ଼ିଶାର ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି । ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ,କୋରାପୁଟ ବିଧାୟକ ରଘୁରାମ ମାଛ, ସେମିଳିଗୁଡା ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବରିଆ,ଉପାଧ୍ୟକ୍ଷ ଶିବ ବାଙ୍ଗାରି, ସରପଞ୍ଚ ପିତାମ୍ବର କିରସାନିଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଏ ନେଇ ରାଜପୁଟ ଠାରେ ପ୍ରତିକ୍ରିୟା ଦେଇଛନ୍ତି ସରପଞ୍ଚ ପିତାମ୍ବର କିସାନୀ।