Download Now Banner

This browser does not support the video element.

ବରଗଡ: ସୋହେଲା ହଳଦୀପାଳି ଠାରେ ହୋଇଥିବା ହତ୍ୟାକାଣ୍ଡ ଘଟଣାର ସିସି ଟିଭି ରେ କଏଦ ହୋଇଥିବା ଦୃଶ୍ୟ ହେଲା ଭାଇରାଲ

Bargarh, Bargarh (Baragarh) | Aug 28, 2025
ସୋହେଲା ର ହଳଦୀପାଳି ଠାରେ ହୋଇଥିବା ହତ୍ୟା ଘଟଣାର ସିସି ଟିଭି ଭିଡ଼ିଓ ହେଲା ଭାଇରଲ | ଗୁରୁବାର ସନ୍ଧ୍ୟା 5 ଘଣ୍ଟା ସମୟରେ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି | ବରଗଡ଼ ଜିଲ୍ଲା ସୋହେଲା ହଳଦୀପାଲି ହାଇଟେକ ପେଟ୍ରୋଲ ପମ୍ପରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି | 3 ବର୍ଷ ପୁରୁଣା ଶତ୍ରୁତା ରୁ 16 ଚୋଟ ହାଣିଛି ଦୁର୍ବୁତ୍ତ | ଲିପୁ ସାହୁର ଆକ୍ରମଣରେ ବଳିଷ୍ଠ ପଧାନ ମୃତ। ବଳିଷ୍ଠ ପେଟ୍ରୋଲ ପମ୍ପ ପରିସରରେ ଏକ ପ୍ଲାଷ୍ଟିକ ଚ୍ୟାରରେ ବସି ମୋବାଇଲ ରେ ବ୍ୟସ୍ତ ଥିବାବେଳେ ପଛପଟୁ ଆସି ଗର୍ଭଣା ଗ୍ରାମର ଲିପୁ ସାହୁ ନାମକ ଯୁବକ ନିର୍ମମ ଭାବରେ ଟାଙ୍ଗିଆରେ ହାଣି ଫେରାର ମାରିଥିଲା।
Read More News
T & CPrivacy PolicyContact Us