Download Now Banner

This browser does not support the video element.

ସୋନପୁର: କପା ବିକ୍ରି ପଞ୍ଜିକରଣ ନିମନ୍ତେକୃଷକ ସଚେତନତା ପାଇଁ ସୁବଳୟା ଅଂଚଳରେ ବୁଲିଲା କୃଷି ରଥ

Sonapur, Subarnapur (Sonepur) | Sep 12, 2025
ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ କପା ଚାଷୀଙ୍କ ପଞ୍ଜିକରଣ କୁ ଅଧିକ ସହଜ ଏବଂ ସୁଲଭ କରି ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧେଷିତ କପା ନିଗମ ଦ୍ୱାରା କପା ଚାଷୀଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ କପା କିଣାଯିବାକୁ ଥିବାବେଳେ, ଆଜି ଅପରାହ୍ନ ପ୍ରାୟ 2 ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଅଂଚଳରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୃଷି ରଥ ବୁଲି ଡାକବାଜି ଯନ୍ତ୍ର ସାହାଯ୍ୟରେ କପା ଚାଷୀଙ୍କୁ ସରକାରଙ୍କ ଦ୍ୱାରା ମିଳିବାକୁ ଯାଉଥିବା ସମସ୍ତ ସୁବିଧା ଏବଂ ସହଜ ପଞ୍ଜିକରଣ ନିମନ୍ତେ କପାସ କିସାନ ଆପ ର ବ୍ୟବହାର କରିବା ପାଇଁ ସଚେତନ କରିଥବା ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us