Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୫ ସୁନା ଅଳଙ୍କାର ଲୁଟେରା ଗିରଫ, ବ୍ରହ୍ମପୁର ଠାରେ କାର୍ଯ୍ୟାଳୟରେ ସୂଚନା ଦେଲେ ଏସପି

Chhatrapur, Ganjam | Aug 22, 2025
ସୁନା ଅଳଙ୍କାର ଲୁଟେରା ଗ୍ଯାଗଂକୁ କାବୁ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ପୋଲିସ।ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ହୋଇଥିବା ସୁନା ଅଳଙ୍କାର ଚୋରୀର ପର୍ଦ୍ଦାଫାସ ହୋଇଛି। ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ୨୫୦ ଗ୍ରାମ ସୁନା ଅଳଙ୍କାର ସହ ଦେଢ ଲକ୍ଷ ଟଙ୍କା ଜବତ କରାଯାଇଛି।ଶୁକ୍ରବାର ଅପରାହ୍ନରେ ଏନେଇ ନିଜ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଏସପି ଡଃ ଶ୍ରବଣା ବିବେକ ଏମ୍ ।
Read More News
T & CPrivacy PolicyContact Us