Download Now Banner

This browser does not support the video element.

ଜଗତସିଂହପୁର: ଜିଲ୍ଲାର ଆଇନଶୁଙ୍ଖଳା ନିୟନ୍ତ୍ରଣ ସମ୍ପର୍କରେ ସୂଚନା ଦେଇ ନିଜ କାର୍ଯ୍ୟଳୟରେ ପ୍ରତିକ୍ରିୟା ରଖିଲେ ନୂତନ ଏସ୍ପି ଅଙ୍କିତ କୁମାର ବର୍ମା

Jagatsinghapur, Jagatsinghpur | Aug 26, 2025
ଜିଲ୍ଲାର ଆଇନଶୁଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ସମ୍ପର୍କରେ ସୂଚନା ଦେଇ ପ୍ରତିକ୍ରିୟା ରଖିଲେ ଜଗତସିଂହପୁର ଜିଲ୍ଲାର ନୂତନ ଏସ୍ପି ଅଙ୍କିତ କୁମାର ବର୍ମା । ଆଜି ଦିନ ୧୧ ଘଟିକା ସମୟରେ ନିଜ କାର୍ଯ୍ୟଳୟରେ ଏ ସମ୍ପର୍କରେ ସୂଚନା ଦେଇ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
Read More News
T & CPrivacy PolicyContact Us