Download Now Banner

This browser does not support the video element.

ବାଲିପାଟଣା: ତରବୋଇ ଗ୍ରାମରେ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ

Balipatna, Khordha | Sep 21, 2025
ରବିବାର ପୂର୍ବାହ୍ନ ପ୍ରାୟ ଦଶଟା ସମୟରେ ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ତରବୋଇ ଗ୍ରାମରୁ ଏକ ତରଫା ପ୍ରେମକୁ ନେଇ ଯୁବକଙ୍କୁ ବାନ୍ଧିଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ତରବୋଇ ଗ୍ରାମର ଜଣେ ଯୁବତୀଙ୍କୁ ଅଭୟ ମୁଖୀ ଅଞ୍ଚଳର ଜଣେ ଯୁବକ ଏକ ତରଫା ପ୍ରେମ କରୁଥିଲେ। ଗତ କାଲି ବିଳମ୍ବିତ ରାତିରେ ଯୁବତୀଙ୍କ ଘରେ ଲୁଚି ଯିବ ବେଳେ ଗାଁ ଲୋକ ଙ୍କ ହାବୁଡ଼ରେ ପଡ଼ି ମାଡ଼ ଖାଇଥିଲେ । ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ
Read More News
T & CPrivacy PolicyContact Us