Download Now Banner

This browser does not support the video element.

ମାଲକାନଗିରି: ଏମଭି୭ ଗ୍ରାମର ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବ୍ଲକ କାର୍ଯ୍ୟାଳୟରେ ହୁଇଲ ଚେୟାର ପ୍ରଦାନ କରାଇଲେ ବିଧାୟକଙ୍କ ପ୍ରତିନିଧି

Malkangiri, Malkangiri | Sep 9, 2025
ମାଲକାନଗିରି ବିଧାୟକଙ୍କ ପ୍ରତିନିଧି ନିହାର ରାୟ ଏମଭି ୭ ଗ୍ରାମର ଜଣେ ଦିବ୍ୟଙ୍ଗ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ଏନେଇ ମାଲକାନଗିରି ବିଡିଓ ଙ୍କୁ ଅବଗତ କରାଇ ବ୍ଲକ ପକ୍ଷରୁ ତାଙ୍କୁ ଏକ ହୁଇଲ ଚେୟାର ପ୍ରଦାନ କରାଇଥିଲେ । ଏହି ସମୟରେ ବିଜେପିର ନେତୃମାଣ୍ଡାଲ ମାନେ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us