Download Now Banner

This browser does not support the video element.

ଅତାବିରା: ବାଟିମୁଡା ପାଖରେ ବାଇକ ଦୁର୍ଘଟଣାରେ ଜଣେ ମହିଳା ମୃତ

Attabira, Bargarh (Baragarh) | Jun 1, 2025
ଆଜି ରବିବାର ପୂର୍ବାହ୍ନ ସାଢେ ଏଗାରଟା ସମୟରେ ଅତାବିରା ଥାନା ଅଧିନ ଡ୍ୟାମ ରାସ୍ତା ବାଡିମୁଡା ପାଖରେ ବାଇକ ଦୁର୍ଘଟଣାରେ ଜଣେ ମହିଳା ମୃତ୍ୟୁବରଣ କରିଥିବା ସୂଚନା ମିଳିଛି |
Read More News
T & CPrivacy PolicyContact Us