This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଭଞ୍ଜସେନାର ବାରିପଦା ସହର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ
Baripada M, Mayurbhanj | Aug 26, 2025
ବିଗତ କିଛି ବର୍ଷ ଧରି ବାରିପଦା ସହର ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ମଧ୍ୟରେ ସ୍ଥାନ ପାଉଅଛି ତାସତ୍ତ୍ୱେ ବହୁ ସରକାରୀ ଜମି ଥାଇ ସହର ମଧ୍ୟରୁ ୨ ହଜାରରୁ ଅଧିକ ମୂଲ୍ଯବାନ ଗଛ କାଟି ନୂତନ ବସଷ୍ଟାଣ୍ଡ ନିର୍ମାଣ କରିବାର ପ୍ରତିବାଦ ରେ ମଙ୍ଗଳବାର ଦିନ ପ୍ରାୟ ୩ଟାରେ ଭଞ୍ଜସେନାର ବାରିପଦା ସହର ଶାଖା ପକ୍ଷରୁ ଏକ ପ୍ରତିନିଧି ଦଳ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ଲିଖିତ ଦାବୀ ପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ଆଉ ତାହାର ଏକକିତା ନକଲ ବାରିପଦା ଡିଏଫଓ ଏବଂ ବାରିପଦା ନଗରପାଳ ଙ୍କୁ ପ୍ରଦାନ କରାଯାଇଥିଲା।