Download Now Banner

This browser does not support the video element.

ଆନନ୍ଦପୁର: ଶାସଙ୍ଗ  ନୋଡାଲ ସ୍କୁଲରେ ପୋଷାକ ବଣ୍ଟନର ଶୁଭାରମ୍ଭ କଲେ ବ୍ଲକ ଶିକ୍ଷା ଅଧିକାରୀ

Anandapur, Kendujhar | Sep 27, 2025
ହାଟଡ଼ିହି ବ୍ଲକ ଶାସଙ୍ଗ  ନୋଡାଲ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ର ଶୁଭାରମ୍ଭ କରିଛନ୍ତି ହାଟଡିହି ବ୍ଲକର ଶିକ୍ଷା ଅଧିକାରୀ। ଆଜି ଦିନ ୧୧ଟା ବେଳେ ପ୍ରଧାନ ଶିକ୍ଷୟତ୍ରୀ କୁମୁଦିନୀ ସାମଲଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ସିଆରସିସି ଅଞ୍ଜନ ଦାସ, ଦେବାଶିଷ ବାରିକ ପ୍ରମୁଖ ଯୋଗଦେଇ ୟୁନିଫର୍ମ ପୋଷାକ ବଣ୍ଟନ କରିଥିଲେ।
Read More News
T & CPrivacy PolicyContact Us