This browser does not support the video element.
ସିମୁଳିଆ: ଗରସଙ୍ଗ ଗ୍ରାମ ରେ ଅବକାରୀ ବିଭାଗ ଚଢ଼ାଉ କରି 115ଲିଟର ଦେଶୀ ମଦ ଜବଦ ଦୁଇ ଗିରଫ,
Similia, Balasore | Sep 6, 2025
ଖଇରା ଅବକାରୀ ଅଧିକାରୀ ସୁରଜ କୁମାର ଟୀଗା ଙ୍କ ନେତୃତ୍ୱ ରେ ଆଜି ଖଇରା ବ୍ଲକ ର ବିଭିନ୍ନ ସ୍ଥାନ ରେ ଅବକାରୀ ବିଭାଗ ର ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ସହିତ ଦୁଇ ଜଣ ବେପାରୀ କୁ କରିଛନ୍ତି l ଦୁଇ ଜଣ ଖଇରା ବ୍ଲକ ଗରସଙ୍ଗ ଗ୍ରାମ ର ଉତ୍ତମ ଦାସ ଓ ଗଗନ ବିହାରୀ ବେହେରା ଗରସଙ୍ଗ ଠାରେ ବେଆଇନ ମଦ ବିକ୍ରି କରୁଥିବା ନେଇ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ଚଢ଼ାଉ କରି ତାଙ୍କ ନିକଟରୁ 115 ଲିଟର ଦେଶୀ ମଦ ଜବଦ କରିବା ସହିତ ଆଜି ଶନିବାର ଅପରାହ୍ନ 5 ଘଟିକା ସମୟରେ କୋର୍ଟ ଚାଲାଣ କରିଛନ୍ତି l