Download Now Banner

This browser does not support the video element.

ଧର୍ମଶାଳା: ଧର୍ମଶାଳା ଓଭର୍ ବ୍ରିଜ ତଳେ ଧର୍ମଶାଳା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Dharmasala, Jajpur | Sep 4, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାରକା ଅଞ୍ଚଳ NAC ମାନ୍ୟତାରୁ ବାଦ୍ ପଡିବାରୁ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ବରେ ଧର୍ମଶାଳା ଓଭର୍ ବ୍ରିଜ ତଳେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଗୁରୁବାର ଦିବା 12 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us