Install App
prashantakumar79
This browser does not support the video element.
ଏମ.ଭି ୭୯: କାଲିମେଳା ବ୍ଲକ ଏମପିଭି ୬୫ ଗ୍ରାମରେ ଅନୁଷ୍ଠିତ ୪୬ତମ ଦୁର୍ଗାପୂଜା ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ କଲେ ମାଲକାନଗିରି ବିଧାୟକ
MV 79, Malkangiri | Sep 26, 2025
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୬୫ ଗ୍ରାମରେ ଅନୁଷ୍ଠିତ ୪୬ ତମ ଦୁର୍ଗାପୂଜା ଓ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବିଧାୟକ। ଜିଲ୍ଲାରେ କ୍ରୀଡାର ବିକାଶ କ୍ଷେତ୍ରରେ ସ୍ଵର୍ଣ୍ଣିମ ଅଧ୍ୟାୟ ବୋଲି କହିଲେ ବିଧାୟକ।
Share
Read More News
T & C
Privacy Policy
Contact Us
Your browser does not support JavaScript!