Install App
bramhananda.bls
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଓଡଙ୍ଗୀ ପଞ୍ଚାୟତ ସିଲଡ ଠାରେ ପୂଜା ମଣ୍ଡପ ବୁଲି ଗଜାନନ ଙ୍କ ଦର୍ଶନ କଲେ ସଦର ବିଧାୟକ
Baleshwar M, Balasore | Aug 28, 2025
ପବିତ୍ର 'ଗଣେଶ ପୂଜା'ର ଅବସରରେ ଆଜି ଅପରାହ୍ନ ୪ ଟା ସମୟରେ ସଦର ବ୍ଲକ ଓଡ଼ଙ୍ଗୀ ପଞ୍ଚାୟତର ସିଲଡ଼ କ୍ଲବର ପୂଜାମଣ୍ଡପ ରେ ଗଜାନନଙ୍କ ଦର୍ଶନ କଲେ ସଦର ବିଧାୟକ ମାନସ କୁମାର ଦତ୍ତ।ବିଧାୟକ ଶ୍ରୀ ଦତ୍ତ ଗଜାନନ ଙ୍କ ଠାରେ ଆଶୀର୍ବାଦ କାମନା କରିବା ସହ କ୍ଲବର ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!