Install App
jsdaanesh
This browser does not support the video element.
ବସ୍ତା: ନଖପାଳ ଗ୍ରାମରେ ସୁବର୍ଣ୍ଣ ରେଖା ନଦୀରେ ବନ୍ୟା ଯୋଗୁଁ ଡ଼ଙ୍ଗା ସାହାଯ୍ୟ ରେ ଯାତାୟାତ କଲେ ଗ୍ରାମବାସୀ
Basta, Balasore | Aug 28, 2025
ବନ୍ଯା ପାଣି ସମ୍ପୂର୍ଣ୍ଣ ଛାଡି ବାକୁ 4 ରୁ 5 ଦିନ ସମୟ ଲାଗିବ,ଯାହା ଫଳରେ କିଛି ଦିନ ପୂର୍ବରୁ ରୂଆ ଯାଇ ଥିବା ଧାନ ତଳି ପଚି ନଷ୍ଟ ହୋଇଯିବା ଆଶଙ୍କା କରିଛନ୍ତି ଚାଷୀ l ତେବେ ବନ୍ୟା ପାଣି ଥିବାରୁ ବାଲିଆପାଳ ବ୍ଲକ ଅନ୍ତର୍ଗତ ନଖପାଳ ଗ୍ରାମରେ ଲୋକମାନେ ଡ଼ଙ୍ଗା ସାହାଯ୍ୟ ରେ ଯାତାୟାତ କରୁଥିବା ଆଜି ଦେଖିବାକୁ ମିଳିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!