Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: କୁରୁଣୀଆ ଛକ ନିକଟରେ ନିକଟରେ ଯାଉଥିବା ବେଳେ ଯୁବକ ଙ୍କୁ ଆକ୍ରମଣ

Baleshwar M, Balasore | Aug 11, 2025
ବାଲେଶ୍ଵର,କୁରୁଣୀଆ ଛକ ନିକଟରେ ନିକଟରେ ଯାଉଥିବା ବେଳେ ଯୁବକ ଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ।ମୟୂରଭଞ୍ଜ ଜିଲ୍ଲା ବୈସିଙ୍ଗା ର କାର୍ତ୍ତିକ ପାଢ଼ୀ ରେମୁଣା ଅଞ୍ଚଳରେ ଭଡ଼ା ନେଇ ରହୁଥିଲେ। ତେବେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାବେଳେ ଫକୀରମୋହନ ମେଡିକାଲ କଲେଜ ଏବଂ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ସୋମବାର ରାତ୍ର ୮ଘଟିକାରେ ତାଙ୍କର ବନ୍ଧୁ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us