This browser does not support the video element.
ଫୁଲବାଣୀ ସହର: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଅଛି.
Phulabani Town, Kandhamal | Sep 5, 2025
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଅଛି. ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଅଧ୍ୟକ୍ଷତା ଏହି କାର୍ଯ୍ୟକ୍ରମ ରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ସମତେ ବହୁ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ.ଜୀବନରେ ଏକ ଅମୂଲ୍ୟ ଓ ସ୍ମରଣୀୟ ଅନୁଭବ। ଏହି ସମ୍ମାନ କେବଳ ମୋର ପରିଶ୍ରମର ଫଳ ନୁହେଁ, ବରଂ ମୋର ସହକର୍ମୀ ସାଥି, ଛାତ୍ରଛାତ୍ରୀଙ୍କର ଅଗାଧ ସ୍ନେହ ଓ ସମସ୍ତଙ୍କଗୁରୁଜନଙ୍କ ର ଆଶୀର୍ବାଦର ପ୍ରତିଫଳ ବୋଲି ଅତିଥି ମାନେ କହିଥିଲେ. ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର -୨୦୨୫ ପ୍ରଦାନ କରାଯାଇଥିଲା.