Install App
usr50181046
This browser does not support the video element.
ଧାମନଗର: କରଦା ସ୍ଥିତ ପି ସି ହାଇସ୍କୁଲ ର ଚୋରୀ ଘଟଣାର ପୁଲିସ ର ଘଟଣା ସ୍ଥଳ ରେ ତଦନ୍ତ କଲେ
Dhamanagar, Bhadrak | Apr 12, 2024
ଧାମନଗର ଥାନା ର କରଦା ସ୍ଥିତ ପି ସି ହାଇସ୍କୁଲ ରେ ଗୁରୁବାର ବିଳମ୍ୱିତ ରାତି ରେ ସ୍କୁଲ ର ତାଲା ଭାଙ୍ଗି ଚୋର ମାନେ ଚୋରି କରିଥିଲେ। ଆଜି ଦିନ ୩ ଟା ବେଳେ ଧାମନଗର ଥାନା ର ଏ ଏସ ଆଇ ଏଲ କୁଜୁର ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!