Download Now Banner

This browser does not support the video element.

ଝାରସୁଗୁଡା: ଗାନ୍ଧୀଛକ ଗଣେଶ ପୂଜା କମିଟି ପକ୍ଷରୁ ୭ ଦିନ ଧରି ଗଣେଷୋତ୍ସବ ପାଳିତ ହେବା ପରେ ଧୁମାଧାମରେ ଶ୍ରୀ ଗଣେଷଙ୍କ ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

Jharsuguda, Jharsuguda | Sep 3, 2025
ଝାରସୁଗୁଡା ଜିଲ୍ଲା ଗାନ୍ଧୀଛକ ଗଣେଶ ପୂଜା କମିଟି ପକ୍ଷରୁ ୭ ଦିନ ଧରି ଗଣେଷୋତ୍ସବ ପାଳିତ ହେବା ପରେ ଆଜି ବୁଧବାର ସଂଧ୍ୟା ସାତଟା ସମୟରେ ଶ୍ରୀ ଗଜାନନ ଗଣେଷଙ୍କ ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ଆଜି ଭଷାଣି କାର୍ଯ୍ୟକ୍ରମ ରେ ସୁନ୍ଦର ଭାବେ ସୁସଜ୍ଜିତ କରାଯାଇ ଗଣେଶଙ୍କ ବିଗ୍ରହଙ୍କୁ ରଖାଯିବା ପରେ ପ୍ରଥମେ ସମ୍ପୂର୍ଣ୍ଣ ଗାନ୍ଧୀଛକକୁ ବୁଲିବା ପରେ ଭଷାଣି କରାଯାଇଛି। ଗାନ୍ଧିଛକ ଗଣେଷ ପୂଜା କମିଟି ପକ୍ଷରୁ ଆୟୋଜିତ ଶ୍ରୀ ଗଜାନନ ଗଣେଷଙ୍କ ଏହି ଭସାଣି ଉତ୍ସବରେ ପାରମ୍ପରିକ ବାଦ୍ୟ, କଟପ୍ପଆ ନୃତ୍ୟ, ଡିଜେ ଓ ବାଣ୍ଡ୍ ପାଟି ସଙ୍ଗୀତର ତାଳେ ତାଳେ ଭକ୍ତ ମାନେ
Read More News
T & CPrivacy PolicyContact Us