This browser does not support the video element.
ଜୟପୁର: ଏନ ଏ ସି ମାନ୍ୟତା ପ୍ରସଙ୍ଗ ରେ ବୋରିଗୁମ୍ମା ରେ କଂଗ୍ରେସ ର ପ୍ରେସମିଟ, ସୂଚନା ଦେଲେ ବିଧାୟକ
Jeypore, Koraput | Aug 28, 2025
ବୋରିଗୁମ୍ମା ଏନ ଏ ସି ମାନ୍ୟତା ପ୍ରସଙ୍ଗରେ କଂଗ୍ରେସର ଆଜି ସଂନ୍ଧ୍ୟା 5ଟାରେ ପ୍ରେସ ମିଟ।ପିସିସି ଉପସଭାପତି ତଥା ଜୟପୁର ବିଧାୟକ ତାରାପ୍ରସାଦ ବହିନୀ ପତି ଆଜି ବୋରିଗୁମ୍ମା ଠାରେ ଏନ ଏ ସି ମାନ୍ୟତା ପ୍ରସଙ୍ଗ ରେ କରିଛନ୍ତି ଏହି ପ୍ରେସମିଟ। ବୋରିଗୁମ୍ମା ବହୁ ବର୍ଷ ହେବଣି ଏନ ଏ ସି ପାଇଁ ସବୁ ମାପଦଣ୍ଡ ପୂରଣ କରୁଛି କିନ୍ତୁ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ କାରଣ ରୁ ଏନ ଏ ସି ମାନ୍ୟତା ରୁ ଉପେକ୍ଷିତ ହେଉଛି ବୋରିଗୁମ୍ମା ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ତାରା।