Download Now Banner

This browser does not support the video element.

ସୁକିନ୍ଦା: ଧର୍ମଶାଳା ମହାବିଦ୍ଯାଳୟର ୪୮ତମ ସ୍ୱର୍ଣ୍ଣକ୍ଷେତ୍ର ସମାରହୋରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବିଧାୟକ ହିମାଂଶୁ ଶେଖର ସାହୁ

Sukinda, Jajpur | Aug 30, 2025
ଧର୍ମଶାଳା ମହାବିଦ୍ଯାଳୟର ୪୮ତମ ସ୍ୱର୍ଣ୍ଣ କ୍ଷେତ୍ର ସମାରହୋ ପାଳନ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ବିଷୟରେ ଅବଗତ ହେବା ସହିତ ସେମାନଙ୍କ କିଛି ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି ବିଧାୟକ ହିମାଂଶୁ ଶେଖର ସାହୁ । ସ୍ୱର୍ଣ୍ଣ କ୍ଷେତ୍ର ସମାରହୋ ଭଳି ଶୁଭ ଅବସରେ ସମସ୍ତ ଶିକ୍ଷାର୍ଥୀ ଓ ଗୁରୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଅନୁଷ୍ଠାନର ଉନ୍ନତି କାମନା କରି ନିଜ ବକ୍ତବ୍ୟ ପ୍ରକାଶ କରିଥିବା ଶନିବାର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us