Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଚିଲିଗୁଡା ଗଣେଶପୂଜା ଉପଲକ୍ଷେ ଚତୁର୍ଥ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

Nabarangapur PS, Nabarangpur | Sep 5, 2025
ଗଜାନନ ହେଉଛନ୍ତି ସୁଖ-ସମୃଦ୍ଧିର ପ୍ରତୀକ । ତ୍ରିଦେବ ମଧ୍ୟ ଗଜାନନଙ୍କୁ ପୂଜା କରିଥାନ୍ତି । ବିଶେଷ କରି ଭିନ୍ନ ଭିନ୍ନ ସ୍ଥାନରେ ବହୁଦିନ ଧରି ପୂଜା ପାଇଥାନ୍ତି ଗଜନନ, ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ l ଏହି ଅବସରରେ ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଚିଲି ଗୁଡା ଠାରେ ଅନୁଷ୍ଠିତ ହୋଇଥିବା ଗଣେଶ ପୂଜାରେ ଚତୁର୍ଥ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି, ବିଭିନ୍ନ ସଂକୀର୍ତନ ଦଳ ଆସି ହରିନାମ ଯୋପିଥିଲେ l ଏକ ପ୍ରକାର ଭକ୍ତି ମୟ ପରିବେଶ ଜାଗ୍ରତ ହୋଇଥିଲା ଗାଁ ଦାଣ୍ଡ l
Read More News
T & CPrivacy PolicyContact Us