Download Now Banner

This browser does not support the video element.

କୋଟପାଡ: ଆସନା ସରପଞ୍ଚଙ୍କ ମନମୁଖୀ କାର୍ଯ୍ଯ ବିରୋଧରେ କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କ ନିକଟରେ ଫେରାଦ ହେଲେ ପଂଚାୟତ ବାସି l

Kotpad, Koraput | Sep 2, 2025
ଆସନା ସରପଞ୍ଚଙ୍କ ମନମୁଖୀ କାର୍ଯ୍ଯ ବିରୋଧରେ ବିଡ଼ିଓଙ୍କ ନିକଟରେ ଫେରାଦ ହେଲେ ଆସନା ପଂଚାୟତ ବାସି l ଆଜି ଅପରାହ୍ନ ୩ ଟା ସମୟରେ କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ପରିସରରେ ଆସନା ପଂଚାୟତ ର ଛଅ ଜଣ ୱାର୍ଡ ସଭ୍ୟ ସଭ୍ୟା ଏବଂ ଗ୍ରାମବାସୀ ସ୍ଥାନୀୟ ବିଡ଼ିଓ ମାନସ୍ମିତା ଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ଅନୁଯାଇ, କିଛି ଦିନ ପୂର୍ବେ ସ୍ଥାନୀୟ ସରପଞ୍ଚଙ୍କ ଜିଜସ୍ୱ ସ୍ୱାର୍ଥ କୁ ନେଇ ଆସନା ପିଇଓଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ କିନ୍ତୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି l
Read More News
T & CPrivacy PolicyContact Us