Install App
arunkshadangi40
This browser does not support the video element.
ଜି ଉଦୟଗିରି: ଜି ଉଦୟଗିରି ପୋଲିସ ପକ୍ଷରୁ ବିଭିର୍ନ ସ୍ଥାନରେ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ନେତୃତ୍ୱ ରେ ଅପରେସନ ପ୍ରହାର କାର୍ଯ୍ୟକ୍ରମ ହୋଇଛି
G Udayagiri, Kandhamal | Sep 10, 2025
ଜି ଉଦୟଗିରି ପୋଲିସ ପକ୍ଷରୁ ବିଭିର୍ନ ସ୍ଥାନରେ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ନେତୃତ୍ୱ ରେ ବିଭିର୍ନ ସ୍ଥାନରେ ଚଢ଼ାଉ କରିଥିବାର ଜଣା ପଡ଼ିଅଛି. କିଛି ବାଇକ ସହ କିଛି ଜଣ ଙ୍କୁ ତନଖି କରାଯାଇଅଛି. ମଦ ପିଇ ଅସାମାଜିକ କାର୍ଯ୍ୟ ବଢ଼ୁଥିବାରୁ ପୋଲିସ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରା ଯାଇଅଛି.
Share
Read More News
T & C
Privacy Policy
Contact Us
Your browser does not support JavaScript!