Download Now Banner

This browser does not support the video element.

ବରଗଡ: ଚକରକେନ୍ଦ ଛକରେ ଚଳନ୍ତା କାରରେ ଲାଗିଲା ନିଆଁ

Bargarh, Bargarh (Baragarh) | Sep 11, 2025
ବରଗଡ଼ ଚକରକେନ୍ଦ ଛକରେ ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ। ହୁତୁ ହୁତୁ ହୋଇ ଜଳି ଗଲା କାର | ଯାତ୍ରୀ ସୁରକ୍ଷିତ ଥିବା ସୂଚନା | ସୂଚନା ଅନୁସାରେ ବରଗଡ଼ ବ୍ଲକ ଚକରକେନ୍ଦ ଛକରେ ଗୁରୁବାର ସନ୍ଧ୍ୟା 6.40 ମିନିଟ ସମୟରେ ଏକ କାର ହୁତୁ ହୁତୁ ହୋଇ ଜଳିଗଲା | ସୋହେଲାରୁ ସମ୍ବଲପୁର ପଟକୁ ଯାଉଥିବା ଏକ ଚଳନ୍ତା କାରରୁ ଧୂଆଁ ବାହାରି ଥିବାରୁ ଗାଡି ଚାଲକ ସମେତ କାରରେ ଥିବା ଦୁଇ ଜଣ ବ୍ୟକ୍ତି ତଳକୁ ଓହ୍ଲାଇ ଯାଇଥିଲେ ଓ ତାର କେଇ ସେକେଣ୍ଡ ମଧ୍ୟରେ ହୁତୁ ହୁତୁ ହୋଇ କାରଟି ଜଳି ଯାଇଥିଲା ।
Read More News
T & CPrivacy PolicyContact Us