Download Now Banner

This browser does not support the video element.

କୋଟପାଡ: ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Kotpad, Koraput | Aug 25, 2025
ବୈପାରୀଗୁଡା ବ୍ଲକ କର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଉଛି l ସମବାର ସକାଳ ଦଶଟା ଠାରୁ  ୩ ଟା ପର୍ଯ୍ୟନ୍ତ ଏହି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୋଟ 60ଟି ଅଭିଯୋଗ ଆସିଥିବା ବେଳେ ଗୋଷ୍ଟି ଗତ 30ଟି ସମସ୍ୟା ରହିଥିଲା ଆଉ ବ୍ୟକ୍ତିଗତ 30ଟି ଅଭିଯୋଗ ଥିଲା l ଏହି ସମସ୍ୟା ମଧ୍ୟରୁ କେତକ ସମାଧାନ କରାଯାଇଛି ବଳକା ଆଉ କିଛି ସମସ୍ୟା ଅତି ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି  ଜିଲ୍ଲାପାଳ  l
Read More News
T & CPrivacy PolicyContact Us