Install App
santoshbaral67
This browser does not support the video element.
ସତ୍ୟବାଦୀ: ସତ୍ୟବାଦୀକୁ ଏନ୍ ଏସି ମାନ୍ୟତା ଦାବିରେ ବ୍ଲକ୍ କାର୍ଯ୍ୟଳୟ ଠାରେ ପ୍ରତିକ୍ରିୟା ରଖିଲେ ବ୍ଲକ୍ ବିଜେଡି ସଭାପତି ଓ ବ୍ଲକ୍ ଅଧ୍ୟକ୍ଷ
Satyabadi, Puri | Sep 2, 2025
ସତ୍ୟବାଦୀକୁ ଏନ୍ ଏସି ମାନ୍ୟତା ଦାବିରେ ଆଜି ମଧ୍ୟାହ୍ନ ୧୨ଟାରେ ସତ୍ୟବାଦୀ ବିଜେଡି ପକ୍ଷରୁ ବ୍ଲକ ଠାରେ ବ୍ଲକ୍ ବିଜେଡି ସଭାପତି ପ୍ରମୋଦ ରାଉତ ରାୟ ନିଜ ପ୍ରତିକ୍ରିୟା ରଖିଥିଲା ବେଳେ ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା ନିଜ କାର୍ଯ୍ୟଳୟରେ ନିଜ ପ୍ରତିକ୍ରିୟା ରଖିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!