Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଝରୀଗାଁ ବ୍ଲକ ର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଗଣେଶ ପୂଜା ଦର୍ଶନ କଲେ ନବରଙ୍ଗପୁର ପୂର୍ବତନ ସାଂସଦ

Nabarangapur PS, Nabarangpur | Sep 2, 2025
ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏହାଦ୍ୱାରା ସମସ୍ତ ପ୍ରକାରର ସଫଳତା ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଗଜାନନ ହେଉଛନ୍ତି ସୁଖ-ସମୃଦ୍ଧିର ପ୍ରତୀକ । ତ୍ରିଦେବ ମଧ୍ୟ ଗଜାନନଙ୍କୁ ପୂଜା କରିଥାନ୍ତି । ତ ବିଭିନ୍ନ ସ୍ଥାନରେ ବହୁ ଦିନ ଧରି ଗଜାନନ ପୂଜା ପାଇଥାନ୍ତି l ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ନବରଙ୍ଗପୁର ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଗଣେଶ ପୂଜା ଦର୍ଶନ କରିବା ସହ ଅଞ୍ଚଳର ସୁଖ ସମୃଦ୍ଧି ପାଇଁ ପୂଜା କରିଥିଲେ l
Read More News
T & CPrivacy PolicyContact Us