This browser does not support the video element.
ସୁକିନ୍ଦା: ଚଣ୍ଡିଖୋଲ ଠାରେ ଲଘୁଖଣିଜ ପରିବହନ ମାଲିକ ସଙ୍ଘ ଶପଥ ଗ୍ରହଣ ସମରହୋରେ ଯୋଗଦେଲେ ବିଧାୟକ ହିମାଂଶୁ ଶେଖର ସାହୁ
Sukinda, Jajpur | Sep 12, 2025
ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରେ ଆୟୋଜିତ ମହାବିନାୟକ ଲଘୁଖଣିଜ ପରିବହନ ମାଲିକ ସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମହାବିନାୟକ ଲଘୁଖଣିଜ ପରିବହନ ମାଲିକ ସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହରେ ମୁଖ୍ୟଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିବା ଶୁକ୍ରବାର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଛି ।