Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ ଅଫିସରେ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନକୁ ଅକାମୀ କରିବା ବିଜ୍ଞପ୍ତି ବାତିଲ ଦାବିରେ ସ୍ମାରକପତ୍ର

Baleshwar M, Balasore | Sep 10, 2025
ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ ଉପରେ ଓଡ଼ିଶା ସରକାରଙ୍କ ଗୃହବିଭାଗ ଏକ ବିଜ୍ଞପିତ ପ୍ରକାଶ କରିଛନ୍ତି।ଏହି ବିଜ୍ଞପ୍ତି ଉକ୍ତ ଆଇନ କୁ ଅକାମୀ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଆମ୍ବେଦକର ବିକାଶ ପରିଷଦ ପକ୍ଷରୁ ବିରୋଧ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ୧୧ ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପରିଷଦ ପକ୍ଷରୁ ଏକ ସ୍ମାରକପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଉଛି।
Read More News
T & CPrivacy PolicyContact Us