Install App
samalbaidyanath13
This browser does not support the video element.
ବୌଦ୍ଧ ସଦର: ଆସନ୍ତାକାଲି ଛତରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର
Baudh Sadar, Boudh (Bauda) | Aug 24, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ସୂଚନା ଓ଼ ଲୋ୍କ ସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ସୂଚନା ଅନୁସାରେ l ଆସନ୍ତାକାଲି ସୋମବାର ୨୫ତାରିଖରେ ହେଭଙ୍ଗା ବ୍ଲକ ଅନ୍ତର୍ଗତ ଛତରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲାପାଳ ଓ଼ ଆରକ୍ଷୀଅଧିକ୍ଷଙ୍କ ମିଳିତ ଯୁଗ୍ମ ଜନଭିଯୋଗ ଶୁଣାଣି ଓ଼ ସମାଧାନ ଶିବିର ସକାଳ ୧୦ଟା ସମୟରେ ଅନୁଷ୍ଠିତ ହେବ l ଏଠାରେ ଜିଲ୍ଲା ଓ଼ ବ୍ଲକ ସ୍ତରୀୟ ଅଧୁକାରୀ ମାନେ ଉପସ୍ଥିତ ରହିବା ପାଈଁ ସୂଚନା ଜାରି କରାଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!