Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଗୋରୁଆଳ, ଚାନ୍ଦିପୁଟ ରେ ଦେଶୀ ମଦ ବିକ୍ରି କରି ଦେଶୀ ଅବକାରୀ ପୋଲିସ ଦ୍ୱାରା ଦୁଇ ଜଣ ଗିରଫ l
Puri M, Puri | Aug 30, 2025
ଦେଶୀ ମଦ ଜବତ ଅବକାରୀ ପୋଲିସ ଦ୍ୱାରା ଦୁଇ ଜଣ ଗିରଫ l ଗିରଫ ଅଭିଯୁକ୍ତ ହେଲେ ଗୋରୁଆଳ ଗ୍ରାମର ମୋହନ କର, ଚାନ୍ଦିପୁଟ ର ଶଙ୍କର ସାହୁ l ଦୁହିଁଙ୍କ ଠାରୁ ଅବକାରୀ ପୋଲିସ 100 ଲିଟର ରୁ ଉର୍ଦ୍ଧ ଦେଶୀ ମଦ ଜବତ କରି ନଷ୍ଟ କରିଛି ଅବକାରୀ ବିଭାଗ l ଆଜି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!