This browser does not support the video element.
ନୟାଗଡ ସଦର: ବନ୍ତଳା ଠାରେ ଫାଇନାନ୍ସ କର୍ମଚାରୀ ଙ୍କୁ ମାରଣ ନ୍ତକ ଆକ୍ରମଣ, ଜଣେ ଗୁରୁତ୍ୱର, ମୁଖ୍ୟ ଚିକିତ୍ସା ଳୟ ଭର୍ତି
Nayagarh Sadar, Nayagarh | Sep 6, 2025
Oସୂଚନା ଅନୁଯାୟୀ ଆଜି ସକାଳ 9ଘଟିକା ସମୟ ରେ ସୁନ୍ଦରମ ଫାଇନାନ୍ସ କମ୍ପାନୀ ପକ୍ଷରୁ ଡ୍ରାଇଭର ବୋଲେରୋ ଗାଡିନେଇ ବାହାଡା ଝୋଲା ଫାଣ୍ଡି ଅଧୀନ ଗ୍ରାମ ବନ୍ତଳା କୁ ଟଙ୍କା କଲେକ୍ସନ ନିମନ୍ତେ ଯାଇଥିଲେ, ଗାଡ଼ିରେ 6ଜନ ଷ୍ଟାଫ କୁ ନେଇ ବନ୍ତଳା ଯାଇଥିବା ବେଳେ ତାଙ୍କ ମଧ୍ୟରେ ଇଟାମାଟି ଥାନା ଖଇରପଟିଗ୍ରାମର କର୍ମଚାରୀ ରମେଶ ପ୍ରଧାନଥିବାବେଳେ ଟଙ୍କା କଲେକ୍ସନ ନେଇ ଅଜଣା ବ୍ୟକ୍ତି ଶ୍ରୀଧର ନାୟକ ଓ ରମେଶ ପ୍ରଧାନଙ୍କ ମଧ୍ୟରେ କୌଣସି କାରଣ ନେଇ ବଚସାହୋଇଥିଲା,, ବଚସାକୁକେନ୍ଦ୍ର କରି ଶ୍ରୀଧର ଏକକୁରାଢ଼ୀସାହାଯ୍ୟ ରେ ରମେଶ ଙ୍କ ଗୋଡ଼କୁହାଣି ଆଘାତ କରିଥିଲେ, ଫଳରେ ଆଘାତ ଗୋଡ଼ରେ ଲାଗିଥିବା ବ