Download Now Banner

This browser does not support the video element.

ଜଗତସିଂହପୁର: ଏରସମା ମେଡିକାଲକୁ ବିଧାୟକ ଓ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

Jagatsinghapur, Jagatsinghpur | Sep 12, 2025
ଏରସମା ମେଡିକାଲକୁ ବିଧାୟକ ଓ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ । ଆଜି ସନ୍ଧ୍ୟା ୬ ଟା ସମୟରେ ବାଲିକୁଦାଏରସମା ବିଧାୟକ ଶାରଦା ଜେନା ଓ ଜିଲ୍ଲାପାଳ ଜେ ସୋନାଲ ଅଚାନକ ଏରସମା ମେଡିକାଲ ଗ୍ରସ୍ତ କରିଥିଲେ । ମେଡିକାଲରେ ଉପସ୍ଥିତ ଥିବା ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିବା ସହ ମେଡିକାଲ ଅଧିକାରୀଙ୍କ ସହ ମେଡିକାଲର ସମସ୍ୟାଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ
Read More News
T & CPrivacy PolicyContact Us