This browser does not support the video element.
ଡାବୁଗାଁ: କଣ୍ଟାମାଳ ଠାରେ ଗଣେଶ ବିସର୍ଜନ କାର୍ଯ୍ୟକ୍ରମରେ ଯୋଗଦେଲେ ଜିଲ୍ଲା ପରିଷଦ ଅଧକ୍ଷ
Dabugan, Nabarangpur | Aug 30, 2025
ଆଜି ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ସଦର ମହକୁମା ଯାନୀ ସାହିର ଗଣେଶ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଅପରାହ୍ନରେ ଏହି ଅଵସରରେ ଏକ ବିଶାଳ ବିସର୍ଜନ ଶୋଭାଯାତ୍ରା ବାହାରିଥିଲା | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ଯୋଗଦେଇଥିଲେ |ଗ୍ରାମବାସୀଙ୍କ ତରଫରୁ ତାଙ୍କୁ ଭଵ୍ୟ ସ୍ୱାଗତ କରାଯାଇଥିଲା | ନାୟକ ବିସର୍ଜନ ସମାରୋହରେ ସାମିଲ ହୋଇଥିଲେ |