Install App
santoshbaral67
This browser does not support the video element.
ନିମାପଡା: ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଟିତ ନିର୍ବାଚନ ମଣ୍ଡଳୀର ପ୍ରଧାନ ଶିକ୍ଷକ ,ଶିକ୍ଷୟତ୍ରୀଙ୍କ ବୈଠକରେ ଯୋଗଦେଇ ନିଜ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟ
Nimapada, Puri | Sep 7, 2025
ଆଜି ଅପରାହ୍ନ ତିନିଟାରେ ସ୍ଥାନୀୟ ବ୍ଲକ୍ ସମ୍ମିଳନୀ କକ୍ଷରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋଟ୬୫ଟି ଉଚ୍ଚ ବିଦ୍ୟାଳୟ ଓ ୨ଟି ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଟିତ ହୋଇଥିଲା ବେଳେ ରାଜ୍ୟ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଅତିଥି ଭାବେ ଯୋଗଦେଇ ଘଟଣା ସ୍ଥଳରେ ନିଜ ପ୍ରତିକ୍ରିୟା ରଖିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!