Download Now Banner

This browser does not support the video element.

ବରଗଡ: ପୋଲିସ ଉପସ୍ଥିତିରେ ପିପଳମୁଣ୍ଡା ସ୍ଥିତ ସ୍ୱର୍ଗଦ୍ୱାରରେ ଅଜଣା ଶବର ସତ୍କାର କଲା ନିଷ୍ଠା ପରିବାର

Bargarh, Bargarh (Baragarh) | Aug 24, 2025
ପୋଲିସ ଉପସ୍ଥିତିରେ ନିଷ୍ଠା ପରିବାର ଦ୍ୱାରା ପିପଲମୁଣ୍ଡା ସ୍ୱର୍ଗଦ୍ୱାରରେ ରବିବାର ଅପରାହ୍ନ 4 ଘଣ୍ଟା ସମୟରେ ଅଜଣା ସବ ସତ୍କାର | କିଛି ଦିନ ପୂର୍ବ ରୁ ଜଣେ ଅଜଣା ବ୍ୟକ୍ତି ୧୦୮ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆସିଥିଲେ। ତାଙ୍କ ର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଥିବା ଖବର ନିଷ୍ଠା ପରିବାର ସୋସିଆଲ ମିଡ଼ିଆ ରେ ଦେବା ସହ ଭଟଲି ପୋଲିସକୁ ଏ ନେଇ ଜଣାଇଥିଲେ। ପୋଲିସ ସହଯୋଗ ରେ ଶବ ସଂରକ୍ଷଣ ଗୃହ ରେ ତାଙ୍କ ମର ଶରୀରକୁ ରଖାଯାଇଥିଲା । ସେ ବୀରମାଲ ରେ ଦୀର୍ଘ ଦିନରୁ ଏକ ହୋଟେଲରେ କାର୍ଯ୍ୟ କରୁଥିଲେ |
Read More News
T & CPrivacy PolicyContact Us